or_tn/rev/15/04.md

12 lines
1.5 KiB
Markdown

# Who will not fear you, Lord, and glorify your name?
ପ୍ରଭୁ ଯେ କେତେ ମହାନ୍ ଓ ମହିମାମୟ, ସେଥିସକାଶୁ ସେମାନେ ଯେ କେତେ ଆଚମ୍ବିତ ହେଲେ, ତାହା ପ୍ରକାଶ କରିବାକୁ ଏହି ପ୍ରଶ୍ନ ବ୍ୟବହାର କରାଯାଇଛି I ଏହା ଏକ ବିସ୍ମୟସୂଚକ ବିଷୟ ସଦୃଶ ପ୍ରକାଶ କରାଯାଇ ପାରେ I ଅନ୍ୟଏକ ଅନୁବାଦରେ: “ହେ ପ୍ରଭୁ, ସମସ୍ତେ ତୁମ୍ଭକୁ ଭୟ କରିବେ ଓ ତୁମ୍ଭ ନାମର ଗୌରବ କୀର୍ତ୍ତନ କରିବେ !” (ଦେଖ: [[rc://*/ta/man/translate/figs-rquestion]])
# glorify your name
“ତୁମ୍ଭର ନାମ” ବାକ୍ୟାଂଶ ଈଶ୍ବରଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ଗୌରବ କୀର୍ତ୍ତନ କରୁଅଛୁ” (ଦେଖ: [[rc://*/ta/man/translate/figs-metonymy]])
# your righteous deeds have been revealed
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ୍ଭର ନ୍ୟାଯ୍ୟ କର୍ମ ବିଷୟରେ ଜାଣିବା ନିମନ୍ତେ ତୁମ୍ଭେ ସମସ୍ତଙ୍କୁ ନିର୍ମାଣ କରିଅଛ” (ଦେଖ: [[rc://*/ta/man/translate/figs-activepassive]])