or_tn/rev/14/intro.md

1.5 KiB

ପ୍ରକାଶିତ ବାକ୍ୟ ୧୪ ସାଧାରଣ ସୂଚନା

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଶସ୍ୟଅମଳ ସମୟ

ଏହା ଶସ୍ୟଅମଳ ସମୟ ଅଟେ ଯେତେବେଳେ ଲୋକମାନେ ବାହାରକୁ ଯାଇ ବୃକ୍ଷ ଗୁଡିକରୁ ପକ୍ବ ଫଳସବୁ ସଂଗ୍ରହ କରନ୍ତି I ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହାକୁ ଏକ ରୂପକଭାବରେ ବ୍ୟବହାର କରିଥିଲେ ଯାହା ସେମାନେ ଯାଇ ଲୋକମାନଙ୍କୁ ତାହାଙ୍କ ବିଷୟରେ କହିବେ, ଯେପରି ଲୋକମାନେ ଈଶ୍ବରଙ୍କ ରାଜ୍ୟର ଅଂଶୀ ହୋଇ ପାରିବେ I ଏହି ଅଧ୍ୟାୟ ଶସ୍ୟଅମଳ ସମୟର ଦୁଇଟି ରୂପକକୁ ବ୍ୟବହାର କରୁଅଛି I ଯୀଶୁ ସମଗ୍ର ପୃଥିବୀରୁ ଆପଣା ଲୋକମାନଙ୍କୁ ଏକତ୍ର କରୁଅଛନ୍ତି I ତତ୍ପରେ ଜଣେ ଦୂତ ଦୁଷ୍ଟ ଲୋକମାନଙ୍କୁ ଏକତ୍ର କରୁଛନ୍ତି, ଯେଉଁମାନଙ୍କୁ ଈଶ୍ବର ଦଣ୍ଡ ଦେବେ I (ଦେଖ: [[rc:///ta/man/translate/figs-metaphor]] ଓ [[rc:///tw/dict/bible/kt/faith]])