or_tn/rev/14/20.md

975 B

winepress

ଏହା [ପ୍ରକାଶିତ ବାକ୍ୟ ୧୪:୧୯] (./19.md)ର ଏକ “ମହା ଦ୍ରାକ୍ଷାକୁଣ୍ଡ” ଅଟେ I

up to the height of a horse's bridle

ଅଶ୍ବର ଲଗାମ ପର୍ଯ୍ୟନ୍ତ ଉଠି

bridle

ଚର୍ମ ପଟ୍ଟୀରେ ନିର୍ମିତ ଏକ ଉପକରଣ ଯାହା ଅଶ୍ବର ମସ୍ତକ ଚାରିପଟେ ବନ୍ଧାହୋଇ ଅଶ୍ବକୁ ଚଳାଇବା ନିମନ୍ତେ ବ୍ୟବହୃତ ହୋଇଥାଏ I

1,600 stadia

ଏକ ସହସ୍ର ଛଅ ଶହ ବର୍ଗ କିମ୍ବା ଷୋହଳ ଶହ ବର୍ଗ I”ଏକ “କ୍ରୀଡାଙ୍ଗନ” ୧୮୫ ମିଟର ଥାଏ I ଆଧୁନିକ ଯୁଗର ମାପ ଅନୁସାରେ ଏହା “୩୦୦ କିଲୋମିଟର” ହୋଇ ପାରେ କିମ୍ବା “୨୦୦ ମାଇଲ” ହୋଇ ପାରେ I