or_tn/rev/14/14.md

1.8 KiB

ଯୋହନ ଆପଣା ଦର୍ଶନର ପରବର୍ତ୍ତୀ ଅଂଶକୁ ବର୍ଣ୍ଣନା କରିବା ଆରମ୍ଭ କରୁଛନ୍ତି I ଏହି ଅଂଶଟି ମନୁଷ୍ୟପୁତ୍ର ଶସ୍ୟ କାଟିବା ବିଷୟରେ କହୁଅଛି I ଶସ୍ୟ କାଟିବା ବିଷୟ ଲୋକମାନଙ୍କ ଉପରେ ଈଶ୍ବରଙ୍କର ବିଚାରର ନିଦର୍ଶନ ଅଟେ I (ଦେଖ: rc://*/ta/man/translate/writing-symlanguage)

one like a son of man

ଏହି ଭାବଟି ମନୁଷ୍ୟ ସଦୃଶ ଦେଖାଯାଉ ଥିବା ଏକ ମନୁଷ୍ୟର ଆକୃତିକୁ ବର୍ଣ୍ଣନା କରେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧:୧୩ରେ ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-simile)

golden crown

ଏଗୁଡିକ ପିଟା ସୁବର୍ଣ୍ଣରେ ନିର୍ମିତ, ଜୀତ ଡାଳ କିମ୍ବା ଲରେଲ୍ ପତ୍ର ସଦୃଶ ଦେଖା ଯାଉଥିବା ମାଳ ଥିଲା I ଉଦାହରଣ ସ୍ବରୂପ, ପତ୍ରରେ ନିର୍ମିତ, ସେପ୍ରକାର ମୁକୁଟ ମସ୍ତକରେ ପିନ୍ଧିବା ନିମନ୍ତେ ବିଜୟୀ କ୍ରୀଡାବିତ୍ ମାନଙ୍କୁ ଦିଆ ଯାଉଥିଲା I

sickle

ତୃଣ, ଶସ୍ୟ ଓ ଦ୍ରାକ୍ଷାକ୍ଷେତ୍ରକୁ କାଟିବା ନିମନ୍ତେ ବ୍ୟବହାର କରାଯାଉ ଥିବା ବଙ୍କା ଧାର ଥିବା ଏକ ଉପକରଣ ଅଟେ (ଦେଖ: rc://*/ta/man/translate/translate-unknown)