or_tn/rev/14/08.md

2.3 KiB

Fallen, fallen is Babylon the great

ଦୂତ ବାବିଲ ଧ୍ବଂସ ହେବା କହିବାର ଅର୍ଥ ଏହା ପତିତ ହୋଇଅଛି I ଅନ୍ୟଏକ ଅନୁବାଦରେ: “ମହାନଗରୀ ବାବିଲ ଧ୍ବଂସ ହୋଇଅଛି” (ଦେଖ: rc://*/ta/man/translate/figs-metaphor)

Babylon the great

ମହାନଗରୀ ବାବିଲ କିମ୍ବା “ଗୁରୁତ୍ବପୂର୍ଣ୍ଣ ନଗରୀ ବାବିଲ I” ଏହା ସମ୍ଭବତଃ ରୋମ୍ ନଗରର ନିଦର୍ଶନ ଥିଲା, ଯାହା ବୃହତ୍, ଧନଶାଳୀ ଓ ପାପରେ ପୂର୍ଣ୍ଣ ଥିଲା I (ଦେଖ: rc://*/ta/man/translate/writing-symlanguage)

who persuaded

ବାବିଲ ବିଷୟରେ କୁହାଯାଇଛି ଯେପରି ଲୋକରେ ପରିପୂର୍ଣ୍ଣ ଏକ ନଗର ପରିବର୍ତ୍ତେ ଏହା ଜଣେ ବ୍ୟକ୍ତି ଥିଲେ I (ଦେଖ: rc://*/ta/man/translate/figs-metonymy)

to drink the wine of her immoral passion

ତାହାର ବ୍ୟଭିଚାରିକ ଅନୈତିକ କାମାଭିଳାଷରେ ଅଂଶୀ ହେବା ନିମନ୍ତେ ଏକ ସଂକେତ ଅଟେ I ଅନ୍ୟଏକ ଅନୁବାଦରେ: “ତାହାର ସଦୃଶ ବ୍ୟଭିଚାର ଅଶୁଚି ହେବା ନିମନ୍ତେ” କିମ୍ବା “ତାହାର ସଦୃଶ ବ୍ୟଭିଚାର ପାପ ରୂପ ମଦିରା ପାନ କରିବାକୁ” (ଦେଖ: rc://*/ta/man/translate/writing-symlanguage)

her immoral passion

ବାବିଲ ବିଷୟରେ କୁହାଯାଏ ଯେପରି ଏହା ଜଣେ ବେଶ୍ୟା ଥିଲା, ଯେ ଆପଣା ସହିତ ବ୍ୟଭିଚାର କର୍ମ କରିବାକୁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଛି I ଏହା ଦୁଇ ପ୍ରକାର ଅର୍ଥ ହୋଇପାରେ: ଆକ୍ଷରିକଭାବରେ ବ୍ୟଭିଚାରିକ ଅଶୁଚିତା ଓ ମିଥ୍ୟା ଦେବତାଗଣର ଉପାସନା I (ଦେଖ: [[rc:///ta/man/translate/figs-personification]] ଓ [[rc:///ta/man/translate/figs-metaphor]])