or_tn/rev/14/07.md

1.0 KiB

the hour of his judgment has come

ଏଠାରେ “ସମୟ” କୌଣସି ଏକ ବିଷୟ ନିମନ୍ତେ ମନୋନୀତ କରାଯାଇଥିବା ସମୟକୁ ବୁଝାଏ, ଏବଂ ବର୍ତ୍ତମାନ ମନୋନୀତ ସମୟ ନିମନ୍ତେ, ସମୟ “ଉପସ୍ଥିତ” ହେବା ଏକ ରୂପକ ଅଟେ I “ବିଚାର”ର ଚିନ୍ତାଧାରା ଏକ କ୍ରିୟା ସହିତ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ସେହି ସମୟ ଯାହା ଲୋକମାନଙ୍କ ବିଚାର ନିମନ୍ତେ ଈଶ୍ବର ମନୋନୀତ କରିଅଛନ୍ତି” କିମ୍ବା “ଲୋକମାନଙ୍କ ବିଚାର ନିମନ୍ତେ ବର୍ତ୍ତମାନ ଈଶ୍ବରଙ୍କ ସମୟ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-abstractnouns]])