or_tn/rev/14/05.md

398 B

No lie was found in their mouth

ସେମାନଙ୍କ “ମୁଖ”ରେ ସେମାନେ ଯାହା କହିଲେ, ତାହାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସେମାନେ କହିବା ସମୟରେ କେବେହେଁ ମିଥ୍ୟା କହିଲେ ନାହିଁ” (ଦେଖ: rc://*/ta/man/translate/figs-metonymy)