or_tn/rev/14/04.md

2.1 KiB
Raw Permalink Blame History

have not defiled themselves with women

ସମ୍ଭାବିତ ଅର୍ଥଗୁଡିକ ୧) “କେବେ କୌଣସି ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରଖି ନଥିଲେ” କିମ୍ବା ) “କେବେ କୌଣସି ସ୍ତ୍ରୀ ସହିତ ବୈବାହିକ ସମ୍ପର୍କ ରଖି ନଥିଲେ I” ନିଜକୁ ସ୍ତ୍ରୀ ସଂସର୍ଗରେ କଳୁଷିତ କରିବା ପ୍ରତିମାପୂଜାର ଏକ ନିଦର୍ଶନ ଅଟେ I

they have kept themselves sexually pure

ସମ୍ଭାବିତ ଅର୍ଥଗୁଡିକ ୧) “ସେମାନଙ୍କ ଆପଣା ଆପଣାର ସ୍ତ୍ରୀ ନଥିବା ଅନ୍ୟ ସ୍ତ୍ରୀଲୋକ ସହିତ ଅନୈତିକ ସମ୍ପର୍କ ରଖି ନଥିଲେ” କିମ୍ବା ) ସେମାନେ ଅବିବାହିତ ଅଟନ୍ତି I”

follow the Lamb wherever he goes

ମେଷଶାବକ ଯାହା କରନ୍ତି ତାହା ଅନୁକରଣ କରିବା ବିଷୟକୁ ତାହାଙ୍କ ଅନୁଗମନ କରିବା ସଦୃଶ କୁହାଯାଏ I ଅନ୍ୟଏକ ଅନୁବାଦରେ: “ମେଷଶାବକ ଯାହା କରନ୍ତି, ସେମାନେ ତାହା ଅନୁକରଣ କରନ୍ତି” (ଦେଖ: rc://*/ta/man/translate/figs-metaphor)

redeemed from among mankind as firstfruits

ଏଠାରେ ପ୍ରଥମ ଫଳ ଏକ ରୂପକ ଅଟେ ଯାହା ଶସ୍ୟ ଅମଳ ଉତ୍ସବ ପାଳନ କରିବା ସମୟରେ ଈଶ୍ବରଙ୍କ ପ୍ରତି କରୁଥିବା ପ୍ରଥମ ନୈବେଦ୍ୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ପରିତ୍ରାଣର ଏକ ବିଶେଷ ଉତ୍ସବ ପାଳନ ଭାବରେ ଅବଶିଷ୍ଟ ମନୁଷ୍ୟଜାତି ମଧ୍ୟରୁ କିଣା ଯାଇଛନ୍ତି” (ଦେଖ: rc://*/ta/man/translate/figs-metaphor)