or_tn/rev/13/intro.md

1.7 KiB

ପ୍ରକାଶିତ ବାକ୍ୟ ୧୩ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପଢ଼ିବା ପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୧୦ପଦରେ ତାହା କରୁଅଛି, ଯାହା ପୁରାତନ ନିୟମରୁ ଆସିଅଛି I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଉପମା

ଯୋହନ ଏହି ଅଧ୍ୟାୟରେ ଅନେକ ଉପମା ବ୍ୟବହାର କରୁଛନ୍ତି I ସେଗୁଡିକ ସେ ଆପଣା ଦର୍ଶନରେ ଦେଖୁଥିବା ରୂପାକଳ୍ପ ଗୁଡିକୁ ବର୍ଣ୍ଣନା କରିବାରେ ସାହାଯ୍ୟ କରୁଅଛି I (ଦେଖ: rc://*/ta/man/translate/figs-simile)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ଅଜ୍ଞାତ ପଶୁ

ଯୋହନ ଯାହା ଦେଖିଥିଲେ, ତାହା ବର୍ଣ୍ଣନା କରିବା ନିମନ୍ତେ ଚେଷ୍ଟା କରିବାକୁ ବିଭିନ୍ନ ପଶୁକୁ ବ୍ୟବହାର କରୁଛନ୍ତି I କେତେକ ପଶୁମାନେ ଆମେ ଅନୁବାଦ କରୁଥିବା ଭାଷାରେ ହୁଏତ ପରିଚିତ ହୋଇ ନଥାଇ ପାରନ୍ତି I (ଦେଖ: rc://*/ta/man/translate/translate-unknown)