or_tn/rev/13/10.md

28 lines
3.2 KiB
Markdown

# If anyone is to be taken
ଏହି ଭାବର ଅର୍ଥ କହେ ଯେ କାହାକୁ ନିଆଯିବା ଉଚିତ, ସେ ବିଷୟରେ ଜଣେ କେହି ସ୍ଥିର କରିଛନ୍ତି I ଯଦି ଆବଶ୍ୟକ, ଅନୁବାଦକମାନେ ସ୍ପଷ୍ଟଭାବରେ କହି ପାରିବେ ଯେ କିଏ ଏହା ସ୍ଥିର କରିଥିଲେ I ଅନ୍ୟଏକ ଅନୁବାଦରେ: “ଯଦି ଈଶ୍ବର ସ୍ଥିର କରିଅଛନ୍ତି ଯେ ଜଣେକେହି ନିଆଯିବା ଉଚିତ” କିମ୍ବା “ଯଦି ଏହା ଈଶ୍ବରଙ୍କ ଇଚ୍ଛା ଯେ ଜଣେକେହି ନିଆଯିବା ଉଚିତ” (ଦେଖ: [[rc://*/ta/man/translate/figs-explicit]])
# If anyone is to be taken into captivity
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ବିଶେଷ୍ୟ ପଦ “ବନ୍ଦୀ” ସ୍ଥାନରେ କ୍ରିୟା ଶବ୍ଦ “ବନ୍ଦୀ କରିନେବା” ବ୍ୟବହାର କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ଈଶ୍ବର ଇଚ୍ଛା କରନ୍ତି ଯେ ଶତ୍ରୁମାନେ କୌଣସି ନିର୍ଦ୍ଦିଷ୍ଟ ଲୋକକୁ ବନ୍ଦୀକରି ନେଇଯାନ୍ତୁ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-abstractnouns]])
# into captivity he will go
ବିଶେଷ୍ୟ ପଦ “ବନ୍ଦୀ” ସ୍ଥାନରେ କ୍ରିୟା ଶବ୍ଦ “ବନ୍ଦୀ କରିନେବା” ବ୍ୟବହାର କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତାହାକୁ ବନ୍ଦୀକରି ନିଆଯିବ” କିମ୍ବା “ଶତ୍ରୁମାନେ ତାହାକୁ ବନ୍ଦୀକରି ନେଇଯିବେ” (ଦେଖ: [[rc://*/ta/man/translate/figs-abstractnouns]])
# If anyone is to be killed with the sword
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯଦି ଈଶ୍ବର ଇଚ୍ଛା କରନ୍ତି ଯେ ଶତ୍ରୁମାନେ କୌଣସି ନିର୍ଦ୍ଦିଷ୍ଟ ଲୋକକୁ ଖଡ୍ଗରେ ବଧ କରନ୍ତୁ” (ଦେଖ: [[rc://*/ta/man/translate/figs-activepassive]])
# with the sword
ଖଡ୍ଗ ଯୁଦ୍ଧର ନିଦର୍ଶନ ଅଟେ I ଅନ୍ୟଏକ ଅନୁବାଦରେ: “ଯୁଦ୍ଧରେ” (ଦେଖ: [[rc://*/ta/man/translate/figs-metonymy]])
# he will be killed
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶତ୍ରୁମାନେ ତାହାକୁ ବଧ କରିବେ” (ଦେଖ: [[rc://*/ta/man/translate/figs-activepassive]])
# Here is a call for the patient endurance and faith of the saints
ଈଶ୍ବରଙ୍କ ପବିତ୍ର ଲୋକମାନେ ଧୈର୍ଯ୍ୟ ଧରି ଓ ବିଶ୍ବସ୍ତ ହୋଇ ସହ୍ୟ କରିବା ଆବଶ୍ୟକ