or_tn/rev/13/02.md

1.8 KiB

dragon

ଏହା ଏକ ଝିଟିପିଟି ସଦୃଶ ଏକ ପ୍ରକାଣ୍ଡ, ଭୟଙ୍କର ସରୀସୃପ ଥିଲା I ଯିହୂଦୀ ଲୋକମାନଙ୍କ ନିମନ୍ତେ ଏହା ମନ୍ଦତା ଓ ଅରାଜକତାର ନିଦର୍ଶନ ଥିଲା I ସର୍ପକୁ “ଦିଆବଳ ବା ଶୟତାନ” ବୋଲି ମଧ୍ୟ କୁହାଯାଇଛି I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୧୨:୩ରେ ଅନୁବାଦ କରିଅଛ I (ଦେଖ:rc://*/ta/man/translate/writing-symlanguage)

The dragon gave his power to it

ସର୍ପ ଯେପରି ଥିଲା, ପଶୁକୁ ସେପରି ପରାକ୍ରମୀ କରିଦେଲା I ସେ ଆପଣା ପରାକ୍ରମ ପଶୁକୁ ଦେବା ଦ୍ବାରା ଆପଣା ପରାକ୍ରମକୁ ହରାଇଲେ ନାହିଁ I

his power ... his throne, and his great authority to rule

ତାହାର ଅଧିକାରକୁ ଦର୍ଶାଇବା ନିମନ୍ତେ ଏଗୁଡିକ ତିନୋଟି ମାର୍ଗ ଅଟେ ଓ ସେମାନେ ଏକତ୍ର ଗୁରୁତ୍ବ ଦିଅନ୍ତି ଯେ ସେହି ଅଧିକାର ମହାନ ଥିଲା I

his throne

ଏଠାରେ “ସିଂହାସନ” ଶବ୍ଦ ରାଜାଭାବରେ ସର୍ପର ରାଜତ୍ବ କରିବାର ଅଧିକାରକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାର ରାଜକୀୟ ଅଧିକାର” କିମ୍ବା “ରାଜାଭାବରେ ତାହାର ରାଜତ୍ବ କରିବାର ଅଧିକାର” (ଦେଖ:rc://*/ta/man/translate/figs-metonymy)