or_tn/rev/12/01.md

1.6 KiB

General Information:

ଯୋହନ ଆପଣା ଦର୍ଶନରେ ଦେଖା ଦେଇଥିବା ଜଣେ ସ୍ତ୍ରୀଲୋକ ବିଷୟ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I

A great sign was seen in heaven

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସ୍ବର୍ଗରେ ଏକ ମହାଲକ୍ଷଣ ଦେଖାଗଲା” କିମ୍ବା “ମୁଁ, ଯୋହନ, ସ୍ବର୍ଗରେ ଏକ ମହାଲକ୍ଷଣ ଦେଖିଲି” (ଦେଖ:rc://*/ta/man/translate/figs-activepassive)

a woman clothed with the sun, and with the moon under her feet

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଜଣେ ସ୍ତ୍ରୀଲୋକ ଯେ ସୂର୍ଯ୍ୟକୁ ପରିଧାନ କରିଥିଲା ଓ ତାହାର ପାଦ ତଳେ ଚନ୍ଦ୍ର ଥିଲା” (ଦେଖ:rc://*/ta/man/translate/figs-activepassive)

a crown of twelve stars

ଏହା ସ୍ପଷ୍ଟଭାବରେ ଲରେଲ୍ ପତ୍ର ବା ଜୀତ ଡାଳରେ ତିଆରି ହୋଇଥିବା ଏକ ମାଳ ସଦୃଶ ଦୃଶ୍ବ ହେଲା, କିନ୍ତୁ ଏଠାରେ ବାର ନକ୍ଷତ୍ର ଅନ୍ତର୍ଭୁକ୍ତ ଥିଲେ I

twelve stars

୧୨ ନକ୍ଷତ୍ର (ଦେଖ:rc://*/ta/man/translate/translate-numbers)