or_tn/rev/11/08.md

847 B

Their bodies

ଏହା ସେହି ଦୁଇଜଣ ସାକ୍ଷୀମାନଙ୍କ ଶରୀରକୁ ବୁଝାଏ I

in the street of the great city

ନଗରରେ ଏକାଧିକ ରାଜପଥ ଥିଲା I ଏହା ଏକ ସର୍ବସାଧାରଣ ସ୍ଥାନ, ଯେଉଁଠାରେ ଲୋକମାନେ ସେମାନଙ୍କୁ ଦେଖି ପାରିବେ I ଅନ୍ୟଏକ ଅନୁବାଦରେ: “ସେହି ମହାନଗରୀର ଏକ ରାଜରାସ୍ତାରେ” କିମ୍ବା “ସେହି ମହାନଗରୀର ମୁଖ୍ୟ ରାଜାରାସ୍ତାରେ”

their Lord

ସେମାନେ ପ୍ରଭୁଙ୍କ ସେବା କଲେ ଓ ତାହାଙ୍କ ସଦୃଶ ସେହି ନଗରରେ ମୃତ୍ୟୁଭୋଗ କରିବେ I