4 lines
664 B
Markdown
4 lines
664 B
Markdown
# bottomless pit
|
||
|
||
ଏହା ଏକ ଅତି ଗଭୀର ଓ ସଂକୀର୍ଣ୍ଣ ଗର୍ତ୍ତ ଅଟେ I ସମ୍ଭାବିତ ଅର୍ଥ ଗୁଡିକ ୧) ଗର୍ତ୍ତର ତଳ ବୋଲି କିଛି ନାହିଁ; ଏହା ଅନନ୍ତ କାଳ ନିମନ୍ତେ ତଳକୁ ତଳକୁ ଯାଉଥାଏ କିମ୍ବା ୨) ଗର୍ତ୍ତ ଏତେ ଗଭୀର ଯେପରି ଏହାର ତଳ ବୋଲି କିଛି ନାହିଁ I ଦେଖ, ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୯:୧](../09/01.md)ରେ ଅନୁବାଦ କରିଅଛ I
|