or_tn/rev/11/03.md

12 lines
1001 B
Markdown

# Connecting Statement:
ଈଶ୍ବର ଯୋହନଙ୍କୁ କଥା କହି ଚାଲିଛନ୍ତି
# for 1,260 days
ଏକ ସହସ୍ର ଦୁଇଶହ ଷାଠିଏ ଦିନ କିମ୍ବା “ବାରଶହ ଷାଠିଏ ଦିନ” (ଦେଖ: [[rc://*/ta/man/translate/translate-numbers]])
# days, clothed in sackcloth
ସେମାନେ କାହିଁକି ଚଟ ପରିଧାନ କରିବେ, ତାହା ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବିଳାପକାରୀମାନଙ୍କ ଅମସୃଣ ବସ୍ତ୍ର ପରିଧାନ କରି, ଦିନ ତମାମ” କିମ୍ବା “ସେମାନେ ଅତି ଦୁଃଖିତ ହେବା ଦେଖାଇବା ନିମନ୍ତେ ଖାଦଯୁକ୍ତ ବସ୍ତ୍ର ପରିଧାନ କରି” (ଦେଖ: [[rc://*/ta/man/translate/translate-unknown]] ଓ [[rc://*/ta/man/translate/figs-explicit]])