or_tn/rev/10/09.md

385 B

He said to me

ଦୂତ ମୋତେ କହିଲେ

make ... bitter

ତିକ୍ତ ...କରିଦେବ କିମ୍ବା “ଅମ୍ଳଯୁକ୍ତ ...କରିଦେବ I ଏହା ”କିଛି ଖରାପ ଖାଦ୍ୟ ଖାଇବା ପରେ ଉଦରରୁ ମନ୍ଦସ୍ବାଦ ଉତ୍ପନ୍ନ ହେବା ବିଷୟକୁ ବୁଝାଏ I