or_tn/rev/10/03.md

859 B

Then he shouted

ତତ୍ପରେ ଦୂତ ହୁଙ୍କାର ଦେଇ ଡାକ ପକାଇଲେ

the seven thunders spoke out

ମେଘଗର୍ଜ୍ଜନକୁ ଏପରି କୁହାଯାଇଛି ଯେପରି ଏହା କଥା କହି ପାରୁଥିବା ଜଣେବ୍ୟକ୍ତି ଅଟନ୍ତି I ଅନ୍ୟଏକ ଅନୁବାଦରେ: “ସପ୍ତ ମେଘଗର୍ଜ୍ଜନ ଏକ ଉଚ୍ଚଶବ୍ଦ କଲେ” କିମ୍ବା “ମେଘଗର୍ଜ୍ଜନ ସାତଥର ଉଚ୍ଚଶବ୍ଦ କଲା”

seven thunders

ମେଘଗର୍ଜନ ସାତଥର ହୋଇଥିବା ବିଷୟକୁ ଏପରି କୁହା ଯାଇଛି ଯେପରି ଏହା ସାତୋଟି ଭିନ୍ନ ଭିନ୍ନ “ମେଘଗର୍ଜ୍ଜନ” ଥିଲା I