or_tn/rev/10/01.md

1.9 KiB

General Information:

ଯୋହନ ଏକ ପୁସ୍ତକ ଧାରଣ କରିଥିବା ଜଣେ ପରାକ୍ରମୀ ଦୂତଙ୍କ ଦର୍ଶନକୁ ବର୍ଣ୍ଣନା କରିବାକୁ ଆରମ୍ଭ କରୁଛନ୍ତି I ଯୋହନଙ୍କ ଦର୍ଶନରେ, ସେ ପୃଥିବିରେ କଅଣ ଘଟୁଛି, ତାହା ଦେଖୁଛନ୍ତି I ଏହା ଷଷ୍ଠ ଓ ସପ୍ତମ ତୂରୀଧ୍ବନି ମଧ୍ୟରେ ଘଟୁଅଛି I

He was robed in a cloud

ଯୋହନ ଦୂତଙ୍କ ବିଷୟରେ କହୁଛନ୍ତି ଯେପରି ସେ ଏକ ମେଘକୁ ବସ୍ତ୍ରଭାବରେ ପରିଧାନ କରିଛନ୍ତି Iଏହି ଭାବକୁ ରୂପକ ଭାବରେ ବୁଝି ହେବ I ଯାହାହେଉ, ଯେହେତୁ ଦର୍ଶନରେ ପ୍ରାୟତଃ ଅତି ଅସ୍ବାଭାବିକ ବିଷୟଗୁଡିକ ଦେଖାଯାଏ, ଏହାକୁ ଏହାର ପୃଷ୍ଠଭୁମିରେ ଏକ ଆକ୍ଷରିକ ସତ୍ୟଉକ୍ତି ସଦୃଶ ବୁଝା ଯାଇପାରିବ I (ଦେଖ: rc://*/ta/man/translate/figs-metaphor)

His face was like the sun

ଯୋହନ ସୂର୍ଯ୍ୟର ଉଜ୍ବଳତା ସହିତ ତାହାଙ୍କ ମୁଖର ଉଜ୍ବଳତାକୁ ତୁଳନା କରୁଛନ୍ତି I ଅନ୍ୟଏକ ଅନୁବାଦରେ; ‘ତାହାଙ୍କ ମୁଖ ସୂର୍ଯ୍ୟ ସଦୃଶ ଉଜ୍ବଳ ଥିଲା” (ଦେଖ: rc://*/ta/man/translate/figs-simile)

his feet were like pillars of fire

ଏଠାରେ “ପାଦ” ଶବ୍ଦ ଗୋଡକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ତାହାଙ୍କ ପାଦ ଅଗ୍ନିସ୍ତମ୍ଭ ତୁଲ୍ୟ ଥିଲା”