or_tn/rev/09/20.md

8 lines
1.1 KiB
Markdown

# those who were not killed by these plagues
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନଙ୍କୁ ଏହି ମହାମାରୀ ବଧ କରି ନଥିଲା” (ଦେଖ: [[rc://*/ta/man/translate/figs-activepassive]])
# things that cannot see, hear, or walk
ଏହି ବାକ୍ୟାଂଶ ଆମ୍ଭମାନଙ୍କୁ ସ୍ମରଣ କରାଇଦିଏ ଯେ ପ୍ରତିମାଗୁଡିକ ଜୀବିତ ନୁହନ୍ତି ଓ ଉପାସନା ପାଇବାର ଯୋଗ୍ୟ ନୁହନ୍ତି I କିନ୍ତୁ ଲୋକମାନେ ସେମାନଙ୍କ ଉପାସନା କରିବା ବନ୍ଦ କଲେନାହିଁ I ଅନ୍ୟଏକ ଅନୁବାଦରେ: “ଯଦିଓ ପ୍ରତିମାଗୁଡିକ ଦେଖି ପାରନ୍ତିନାହିଁ କି ଶୁଣି ପାରନ୍ତିନାହିଁ ଅବା ଚାଲି ପାରନ୍ତିନାହିଁ” (ଦେଖ: [[rc://*/ta/man/translate/figs-distinguish]])