or_tn/rev/09/17.md

655 B

fiery red

ଅଗ୍ନି ସ୍ବରୂପ ଲୋହିତ ବର୍ଣ୍ଣ” କିମ୍ବା “ଉଜ୍ଜଳ ଲୋହିତ ବର୍ଣ୍ଣ I” ଦେଖ, ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୬:୩ରେ ଅନୁବାଦ କରିଅଛ I

sulfurous yellow

ହଳଦିଆ ସଦୃଶ ଗନ୍ଧକ କିମ୍ବା “ଉଜ୍ବଳ ହଳଦିଆ ସଦୃଶ ଗନ୍ଧକ”

out of their mouths came fire, smoke, and sulfur

ସେମାନଙ୍କ ମୁଖରୁ ଅଗ୍ନି, ଧୂମ ଓ ଗନ୍ଧକ ବାହାରି ଆସିଲା