or_tn/rev/09/14.md

1.2 KiB

The voice said

ସ୍ବରଟି କହୁଥିବା ବ୍ୟକ୍ତିଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ବକ୍ତା କହିଲେ” (ଦେଖ: rc://*/ta/man/translate/figs-synecdoche)

the four angels who are bound

ଶାସ୍ତ୍ର କହେ ନାହିଁ ଯେ ଦୂତମାନଙ୍କୁ କିଏ ବନ୍ଦୀ କରି ରଖିଛି, କିନ୍ତୁ ଏହା ସୂଚାଇ ଦିଏ ଯେ ଈଶ୍ବର ଅନ୍ୟକାହାକୁ ସେମାନଙ୍କୁ ବନ୍ଦୀ କରିବା ନିମନ୍ତେ କହିଥିଲେ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଚାରିଜଣ ଦୂତଙ୍କୁ ଈଶ୍ବର ବନ୍ଦୀ କରିବା ନିମନ୍ତେ ଆଜ୍ଞା କରିଥିଲେ” କିମ୍ବା “ଯେଉଁ ଚାରିଜଣ ଦୂତଙ୍କୁ ବନ୍ଦୀ କରିବା ନିମନ୍ତେ ଈଶ୍ବର ଅନ୍ୟକାହାକୁ ଆଜ୍ଞା ଦେଇଥିଲେ” (ଦେଖ: rc://*/ta/man/translate/figs-activepassive)