or_tn/rev/09/07.md

862 B

General Information:

ଏହି ପଙ୍ଗପାଳମାନେ ସାଧାରଣ ପଙ୍ଗପାଳମାନଙ୍କ ସଦୃଶ ଦେଖାଯାଉ ନଥିଲେ I ଯୋହନ ସେମାନଙ୍କ ବର୍ଣ୍ଣନା କରି କହୁଛନ୍ତି ଯେ ସେମାନଙ୍କର କିଛି ଅଂଶ ଅନ୍ୟ ବିଷୟ ସଦୃଶ ଦେଖା ଯାଉଥିଲା I

crowns of gold

ଏଗୁଡିକ ସୁବର୍ଣ୍ଣରେ ପିଟା, ଜୀତ ଡାଳ ବା ଲରେଲ୍ ପତ୍ରର ମାଳ ସଦୃଶ ଦେଖା ଯାଉଥିଲା I ଉଦାହରଣ-ପତ୍ରରେ ନିର୍ମିତ ମାଳକୁ ବିଜୟୀ କ୍ରୀଡାବିତ୍ ମାନଙ୍କୁ ମସ୍ତକରେ ପିନ୍ଧିବା ନିମନ୍ତେ ଦିଆ ଯାଉଥିଲା I