or_tn/rev/09/04.md

16 lines
2.0 KiB
Markdown

# They were told not to damage the grass on the earth or any green plant or tree
ସାଧାରଣ ପଙ୍ଗପାଳଗୁଡିକ ଲୋକମାନଙ୍କ ନିମନ୍ତେ ଭୟଙ୍କର ଅନିଷ୍ଟକାରକ ଅଟେ, କାରଣ ଯେତେବେଳେ ସେମାନେ ଦଳବଦ୍ଧଭାବରେ ଯାଆନ୍ତି, ସେମାନେ ସମସ୍ତ ତୃଣ ଓ ବୃକ୍ଷଲତାର ପତ୍ରଗୁଡିକ ଖାଇ ଯାଆନ୍ତି I ପଙ୍ଗପାଳମାନଙ୍କୁ ଏହା ନ କରିବାକୁ କୁହା ଯାଇଥିଲା I
# but only the people
“ଅନିଷ୍ଟ କରିବା” କିମ୍ବା “କ୍ଷତି କରିବା” ବାକ୍ୟାଂଶ ଗୁଡିକ ବୁଝି ହେଉଛି I ଅନ୍ୟଏକ ଅନୁବାଦରେ: “କେବଳ ଲୋକମାନଙ୍କ କ୍ଷତି କରିବାକୁ” (ଦେଖ: [[rc://*/ta/man/translate/figs-ellipsis]])
# the seal of God
ଏଠାରେ “ମୁଦ୍ରା” ଏକ ଉପକରଣକୁ ବୁଝାଏ, ଯାହା ଅଠା ମୁଦ୍ରା ଉପରେ ଚାପି ଏକ ଚିହ୍ନ ବସାଇବା ନିମନ୍ତେ ବ୍ୟବହାର କରାଯାଇଥାଏ I ଏହି କ୍ଷେତ୍ରରେ, ଈଶ୍ବରଙ୍କ ଲୋକମାନଙ୍କ ଉପରେ ଏକ ଚିହ୍ନ ଦେବା ନିମନ୍ତେ ବ୍ୟବହୃତ ହେଉଥିବା ଉପକରଣକୁ ବୁଝାଉଛି I ଦେଖ, ତୁମେ “ମୁଦ୍ରା”କୁ କିପରି [ପ୍ରକାଶିତ ବାକ୍ୟ ୭:୩](../07/03.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ଚିହ୍ନଟକାରୀ ଉପକରଣ” କିମ୍ବା “ଈଶ୍ବରଙ୍କ ମୁଦ୍ରା” (ଦେଖ: [[rc://*/ta/man/translate/figs-metonymy]])
# foreheads
କପାଳ ମୁହଁର ଉପର ଭାଗରେ ଆଖି ଦୁଇଟିର ଉପରେ ଅଛି I