or_tn/rev/08/11.md

1.2 KiB

The name of the star is Wormwood

ନାଗଦଅଣା ଏକ ତିକ୍ତ ସ୍ବାଦଯୁକ୍ତ ଗୁଳ୍ମ ଅଟେ I ଲୋକମାନେ ଏଥିରୁ ଔଷଧ ତିଆରି କରୁଥିଲେ, କିନ୍ତୁ ସେମାନେ ବିଶ୍ବାସ କରୁଥିଲେ ଯେ ଏହା ବିଷାକ୍ତ ଥିଲା I ଅନ୍ୟଏକ ଅନୁବାଦରେ: “ନକ୍ଷତ୍ରର ନାମ ତିକ୍ତତା ଅଟେ” କିମ୍ବା “ନକ୍ଷତ୍ରର ନାମ ତିକ୍ତ ଔଷଧ ଅଟେ” (ଦେଖ: rc://*/ta/man/translate/translate-unknown)

became wormwood

ଜଳର ତିକ୍ତ ସ୍ବାଦ ବିଷୟରେ କୁହାଯାଏ ଯେପରି ଏହା ନାଗଦଅଣା ଅଟେ I ଅନ୍ୟଏକ ଅନୁବାଦରେ: “ନାଗଦଅଣା ସଦୃଶ ତିକ୍ତ ହୋଇଗଲା” କିମ୍ବା “ତିକ୍ତ ହୋଇଗଲା” (ଦେଖ: rc://*/ta/man/translate/figs-metaphor)

died from the waters that became bitter

ସେମାନେ ତିକ୍ତ ଜଳ ପାନ କରିବା ହେତୁ ମୃତ୍ୟୁଭୋଗ କଲେ