or_tn/rev/08/10.md

547 B

a huge star fell from the sky, blazing like a torch

ଅଗ୍ନିଶିଖା ପରି ପ୍ରଜ୍ବଳିତ ଏକ ବୃହତ୍ ନକ୍ଷତ୍ର ଆକାଶରୁ ସ୍ଖଳିତ ହେଲା I ବୃହତ୍ ନକ୍ଷତ୍ରର ଅଗ୍ନି, ଅଗ୍ନିଶିଖା’ର ଅଗ୍ନି ସଦୃଶ ଥିଲା I (ଦେଖ: rc://*/ta/man/translate/figs-simile)

torch

ଆଲୋକ ଦେବା ନିମନ୍ତେ ଏକ ଭାଗରେ ଅଗ୍ନି ଜଳୁଥିବା ଏକ ଦଣ୍ଡ