or_tn/rev/07/intro.md

2.5 KiB
Raw Permalink Blame History

ପ୍ରକାଶିତ ବାକ୍ୟ ୦୭ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ପଣ୍ଡିତମାନେ ଏହି ଅଧ୍ୟାୟର ଅଂଶଗୁଡିକୁ ବିଭିନ୍ନ ପ୍ରକାରେ ତର୍ଜମା କରିଛନ୍ତି I ଏହାର ସାରମର୍ମକୁ ସଠିକ୍ ଭାବରେ ଅନୁବାଦ କରିବା ନିମନ୍ତେ ଅନୁବାଦକମାନେ ଏହି ଅଧ୍ୟାୟ କଅଣ କହୁଛି, ତାହା ସମ୍ପୂର୍ଣ୍ଣଭାବରେ ବୁଝିବା ଆବଶ୍ୟକ ନୁହେଁ I (ଦେଖ: rc://*/ta/man/translate/figs-rquestion)

ଏହି ଅଧ୍ୟାୟରେ ଥିବା ବୃହତ୍ ସଂଖ୍ୟାକୁ ସଠିକ୍ ଭାବରେ ଅନୁବାଦ କରିବା ଗୁରୁତ୍ବପୂର୍ଣ୍ଣ ଅଟେ I ୧୪୪, ସଂଖ୍ୟା ବାର ଗୁଣନ ବାର ହଜାର I

ଅନୁବାଦକମାନେ ଜାଣିବା ଉଚିତ ଯେ ପୁରାତନ ନିୟମରେ ସାଧାରଣତଃ ଯେଉଁ ପ୍ରକାରେ ଇଶ୍ରାୟେଲ ଗୋଷ୍ଠୀର ତାଲିକା କରାଯାଇଛି, ସେହି ପ୍ରକାରେ ଏହି ଅଧ୍ୟାୟରେ କରାଯାଇ ନାହିଁ I

କେତେକ ଅନୁବାଦ ସହଜରେ ପଢ଼ିବା ପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ୟୁ ଏଲ୍ ଟି ୫-୮ ଓ ୧୫-୧୭ ପଦରେ ତାହା କରୁଅଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ଉପାସନା

ଈଶ୍ବର ବିପଦ ସମୟରେ ଆପଣା ଲୋକମାନଙ୍କୁ ଉଦ୍ଧାର କରି ରକ୍ଷା କରନ୍ତି I ପ୍ରତ୍ୟୁତ୍ତରରେ ତାହାଙ୍କ ଲୋକମାନେ ତାହାଙ୍କର ଉପାସନା କରନ୍ତି I (ଦେଖ: rc://*/ta/man/translate/writing-apocalypticwriting)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ମେଷଶାବକ

ଏହା ଯୀଶୁଙ୍କୁ ବୁଝାଏ I ଏହି ଅଧ୍ୟାୟରେ, ଏହା ମଧ୍ୟ ଯୀଶୁଙ୍କ ନିମନ୍ତେ ଏକ ଶୀର୍ଷକ ଅଟେ I (ଦେଖ: rc://*/tw/dict/bible/kt/worship)