or_tn/rev/07/15.md

1.2 KiB

Connecting Statement:

ପ୍ରାଚୀନ ଜଣକ ଯୋହନଙ୍କୁ କହି ଚାଲିଛନ୍ତି I

they ... them

ଏହି ଶବ୍ଦଗୁଡିକ ମହାକ୍ଲେଶରୁ ବାହାରି ଆସିଥିବା ଲୋକମାନଙ୍କୁ ବୁଝାଏ I

day and night

ଦିନର ଏହି ଦୁଇଟି ଭାଗ “ସବୁ ସମୟ” କିମ୍ବା “ନିରବଛିନ୍ନ ଭାବେ”କୁ ବୁଝାଇବା ନିମନ୍ତେ ବ୍ୟବହାର କରାଯାଇଛି” (ଦେଖ: rc://*/ta/man/translate/figs-merism)

will spread his tent over them

ସେମାନଙ୍କ ଉପରେ ତାହାଙ୍କ ତମ୍ବୁ ସ୍ଥାପନ କରିବେ I ସେମାନଙ୍କୁ ସୁରକ୍ଷା ଦେବା ବିଷୟରେ କୁହାଯାଏ ଯେପରି ସେ ସେମାନଙ୍କୁ ବାସ କରିବା ନିମନ୍ତେ ଆଶ୍ରୟ ଦେଉଛନ୍ତି I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଆଶ୍ରୟ ଦେବେ” କିମ୍ବା “ସେମାନଙ୍କୁ ସୁରକ୍ଷା ଦେବେ” (ଦେଖ: rc://*/ta/man/translate/figs-metaphor)