or_tn/rev/07/12.md

1.1 KiB

Praise, glory ... be to our God

ଆମ୍ଭମାନଙ୍କ ଈଶ୍ବର ସମସ୍ତ ପ୍ରଶଂସା, ଗୌରବ, ଜ୍ଞାନ, ସମ୍ଭ୍ରମ, ପରାକ୍ରମ ଓ ଶକ୍ତିର ଯୋଗ୍ୟ ଅଟନ୍ତି I

Praise, glory ... thanksgiving, honor ... be to our God

କିପରି ପ୍ରଶଂସା, ଗୌରବ ଓ ସମ୍ଭ୍ରମ ଈଶ୍ବରଙ୍କର ଅଟେ, ତାହା ଦେଖାଇବାକୁ “ଦେବା” କ୍ରିୟା ବ୍ୟବହାର କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆମ୍ଭେମାନେ ନିଶ୍ଚୟ ଆମ୍ଭମାନଙ୍କ ଈଶ୍ବରଙ୍କୁ ପ୍ରଶଂସା, ଗୌରବ, ଧନ୍ୟବାଦ ଓ ସମ୍ଭ୍ରମ ଦେବା ଉଚିତ”

forever and ever

ଏହି ଦୁଇଟି ଶବ୍ଦ ମୌଳିକଭାବରେ ସମାନ ବିଷୟକୁ ବୁଝାଏ ଓ ଗୁରୁତ୍ବ ଦିଏ ଯେ ପ୍ରଶଂସା କେବେ ସମାପ୍ତ ହେବନାହିଁ I