or_tn/rev/07/09.md

740 B

General Information:

ଯୋହନ ଦ୍ବିତୀୟ ଦର୍ଶନରେ ଈଶ୍ବରଙ୍କ ପ୍ରଶଂସା କରୁଥିବା ଏକ ମହାଜନତା ବିଷୟରେ ବର୍ଣ୍ଣନା କରୁଛନ୍ତି I ଏହି ଦର୍ଶନ ମଧ୍ୟ ମେଷଶାବକ ଷଷ୍ଠ ମୁଦ୍ରାଟି ଭାଙ୍ଗିଲା ପରେ ଓ ସପ୍ତମ ମୁଦ୍ରା ଭାଙ୍ଗିବା ପୂର୍ବରୁ ସ୍ଥାନ ପାଇଛି I

a huge multitude

ଏକ ମହାଜନତା କିମ୍ବା “ବହୁ ସଂଖ୍ୟକ ଲୋକ”

white robes

ଏଠାରେ “ଶୁକ୍ଲ” ବର୍ଣ୍ଣ ପବିତ୍ରତାକୁ ବୁଝାଏ I