or_tn/rev/07/03.md

618 B

put a seal on the foreheads

ଏଠାରେ “ମୁଦ୍ରା” ଏକ ଚିହ୍ନକୁ ବୁଝାଏ I ଏହି ଚିହ୍ନ ଦର୍ଶାଏ ଯେ ଲୋକମାନେ ଈଶ୍ବରଙ୍କର ଅଟନ୍ତି ଓ ସେ ସେମାନଙ୍କୁ ସୁରକ୍ଷା କରିବେ I ଅନ୍ୟଏକ ଅନୁବାଦରେ: “କପାଳରେ ଏକ ଚିହ୍ନ ଦେବ” (ଦେଖ: rc://*/ta/man/translate/figs-metonymy)

foreheads

କପାଳ ମୁଖମଣ୍ଡଳର ଉପର ଭାଗରେ, ଆଖି ଦୁଇପାର୍ଶ୍ବରେ ଅଛି I