or_tn/rev/07/02.md

757 B

the seal of the living God

ଏଠାରେ “ମୁଦ୍ରା” ଏକ ଉପକରଣକୁ ବୁଝାଏ, ଯାହା ଅଠା ମୁଦ୍ରା ଉପରେ ଚାପି ଏକ ଚିହ୍ନ ସ୍ଥାପନ କରିବା ନିମନ୍ତେ ବ୍ୟବହାର କରାଯାଇଥାଏ I ଏହି କ୍ଷେତ୍ରରେ ଈଶ୍ବରଙ୍କ ଲୋକମାନଙ୍କ ଉପରେ ଏକ ଚିହ୍ନ ଦେବା ନିମନ୍ତେ ବ୍ୟବହୃତ ହେଉଥିବା ଏକ ଉପକରଣକୁ ବୁଝାଉଛି I ଅନ୍ୟଏକ ଅନୁବାଦରେ: “ଚିହ୍ନଟକାରୀ” କିମ୍ବା “ମୁଦ୍ରା” (ଦେଖ: rc://*/ta/man/translate/figs-explicit)