or_tn/rev/07/01.md

963 B
Raw Permalink Blame History

General Information:

ଯୋହନ ୧୪୪, ଜଣ ଈଶ୍ବରଙ୍କ ସେବକମାନଙ୍କ ଏକ ଦର୍ଶନକୁ ବର୍ଣ୍ଣନା କରିବା ଆରମ୍ଭ କରୁଛନ୍ତି ଯେଉଁମାନେ ମୁଦ୍ରାଙ୍କିତ ହୋଇଥିଲେ I ମେଷଶାବକ ଷଷ୍ଠମୁଦ୍ରା ଭାଙ୍ଗିଲା ପରେ ଓ ସପ୍ତମ ମୁଦ୍ରା ଭାଙ୍ଗିବା ପୂର୍ବରୁ ସେମାନଙ୍କର ମୁଦ୍ରାଙ୍କନ ହୋଇଅଛି I

the four corners of the earth

ପୃଥିବୀ ବିଷୟରେ କୁହା ଯାଇଛି ଯେପରି ଏକ କାଗଜ ଫର୍ଦ୍ଦ ସଦୃଶ ସମତଳ ଓ ଚାରିକୋଣ ବିଶିଷ୍ଟ ଅଟେ I “ଚାରିକୋଣ” ବାକ୍ୟାଂଶ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମକୁ ବୁଝାଏ I