or_tn/rev/06/13.md

470 B

just as a fig tree drops its unripe fruit when shaken by a stormy wind

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେପରି ଝଡବତାସ ଏକ ଡିମ୍ବିରି ବୃକ୍ଷକୁ ଦୋହଲାଇ ଦେଇ ତାହାର ଅପକ୍ବ ଫଳକୁ ଝଡାଇ ଦିଏ” (ଦେଖ: rc://*/ta/man/translate/figs-activepassive)