or_tn/rev/06/12.md

1.2 KiB

the sixth seal

ପରବର୍ତ୍ତୀ ମୁଦ୍ରା କିମ୍ବା “ଷଷ୍ଠ ମୁଦ୍ରା” (ଦେଖ: rc://*/ta/man/translate/translate-ordinal)

as black as sackcloth

ବେଳେବେଳେ ଚଟବସ୍ତ୍ର କଳା କେଶରେ ତିଆରି ହେଉଥିଲା I ଶୋକ କରିବା ବେଳେ ଲୋକେ ଚଟବସ୍ତ୍ର ପରିଧାନ କରୁଥିଲେ I ଚଟବସ୍ତ୍ରର ପ୍ରତିରୂପ ଲୋକମାନଙ୍କୁ ମୃତ୍ୟୁ ଓ ଶୋକ ବିଷୟ ଚିନ୍ତା କରିବାକୁ କଢାଇ ନିଏ I ଅନ୍ୟଏକ ଅନୁବାଦରେ: “ଶୋକ ବସ୍ତ୍ର ସଦୃଶ କଳା” (ଦେଖ: rc://*/ta/man/translate/figs-simile)

like blood

ରକ୍ତର ପ୍ରତିରୂପ ଲୋକମାନଙ୍କୁ ମୃତ୍ୟୁ ବିଷୟ ଚିନ୍ତା କରିବାକୁ କଢାଇ ନିଏ I ରକ୍ତର ସଦୃଶ କି ପ୍ରକାର, ତାହା ସ୍ପଷ୍ଟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ରକ୍ତ ପରି ଲୋହିତ ବର୍ଣ” (ଦେଖ: rc://*/ta/man/translate/figs-simile)