12 lines
2.1 KiB
Markdown
12 lines
2.1 KiB
Markdown
# until the full number of their fellow servants and their brothers was reached who were to be killed, just as they had been killed
|
|
|
|
ଏହା ସୂଚାଇ ଦିଏ ଯେ ସେମାନଙ୍କ ଶତ୍ରୁମାନଙ୍କ ଦ୍ବାରା ଏକ ନିର୍ଦ୍ଦିଷ୍ଟ ସଂଖ୍ୟାର ଲୋକ ହତ ହେବେ ବୋଲି ଈଶ୍ବର ସ୍ଥିର କରିଥିଲେ I ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ଯେପରି ସେମାନଙ୍କ ସହ-ସେବକ ...ଭଗ୍ନୀମାନଙ୍କୁ ବଧ କରିଥିଲେ, ସେପରି ଈଶ୍ବର ସ୍ଥିର କରିଥିବା ସେମାନଙ୍କ ସହ-ସେବକ ...ଭଗ୍ନୀମାନଙ୍କ ପୂର୍ଣ୍ଣ ସଂଖ୍ୟାକୁ ଲୋକମାନେ ବଧ ନକରିବା ଯାଏ” (ଦେଖ: [[rc://*/ta/man/translate/figs-rquestion]])
|
|
|
|
# their fellow servants and their brothers
|
|
|
|
ଏହା ଦୁଇ ପ୍ରକାରେ ବୁଝା ଯାଇଥିବା ଏକ ଦଳର ଲୋକମାନେ ଅଟନ୍ତି: ସେବକଭାବରେ ଓ ଭ୍ରାତାଭାବରେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ସହିତ ଈଶ୍ବରଙ୍କ ସେବା କରୁଥିବା ଭ୍ରାତ୍ରୁଗଣ” କିମ୍ବା “ସେମାନଙ୍କ ସହିତ ସେବା କରୁଥିବା ସହ ବିଶ୍ବାସୀଗଣ”
|
|
|
|
# brothers
|
|
|
|
ଖ୍ରୀଷ୍ଟିୟାନମାନଙ୍କୁ ସାଧାରଣତଃ ପରସ୍ପରର ଭ୍ରାତା କୁହାଯାଏ I ସ୍ତ୍ରୀଲୋକମାନଙ୍କୁ ମଧ୍ୟ ଏଠାରେ କୁହାଯାଇଛି I ଅନ୍ୟଏକ ଅନୁବାଦରେ: “ସହ ଖ୍ରୀଷ୍ଟିୟାନମାନେ” କିମ୍ବା “ସହ ବିଶ୍ବାସୀମାନେ” (ଦେଖ: [[rc://*/ta/man/translate/figs-metaphor]])
|