or_tn/rev/06/10.md

4 lines
345 B
Markdown

# avenge our blood
ଏଠାରେ ରକ୍ତ ସେମାନଙ୍କ ମୃତ୍ୟୁକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଆମ୍ଭମାନଙ୍କୁ ବଧ କଲେ, ସେମାନଙ୍କୁ ଦଣ୍ଡ ଦିଅ” (See: [[rc://*/ta/man/translate/figs-metonymy]])