or_tn/rev/06/06.md

20 lines
2.1 KiB
Markdown

# A choenix of wheat for one denarius
ଏହି ବାକ୍ୟରେ କେତେକ ଭାଷା “ମୂଲ୍ୟ ଦେବା” ଅବା “କ୍ରୟ କରିବା” ଭଳି କ୍ରିୟା ଚାହିଁ ପାରନ୍ତି I ସେଠାରେ ସମସ୍ତ ଲୋକଙ୍କ ନିମନ୍ତେ ଅଳ୍ପମାତ୍ର ଗହମ ଥିଲା, ତେଣୁ ଏହାର ମୂଲ୍ୟ ଅତି ଅଧିକ ଥିଲା I ଅନ୍ୟଏକ ଅନୁବାଦରେ: “ଏକ ସେର ଗହମର ମୂଲ୍ୟ ଏକ ଟଙ୍କା” କିମ୍ବା “ଏକ ଟଙ୍କା ଦେଇ ସେରେ ଗହମ କିଣ”
# A choenix of wheat ... three choenices of barley
ଏକ “ସେର”ର ଏକ ନିର୍ଦ୍ଦିଷ୍ଟ ପରିମାଣ ପ୍ରାୟ ଏକ ଲିଟର I “ସେର”ର ବହୁବଚନ ହେଉଛି “ବିଶା I” ଅନ୍ୟଏକ ଅନୁବାଦରେ: “ଏକ ଲିଟର ଗହମ ...ତିନି ଲିଟର ବାର୍ଲି” କିମ୍ବା “ଏକ ପାତ୍ର ଗହମ ...ତିନି ପାତ୍ର ବାର୍ଲି” (ଦେଖ: [[rc://*/ta/man/translate/translate-bvolume]])
# one denarius
ଏହି ମୁଦ୍ରାର ମୂଲ୍ୟ ଏକ ଦିନର ମଜୁରୀ ସଙ୍ଗେ ସମାନ I ଅନ୍ୟଏକ ଅନୁବାଦରେ: “ଏକ ରୂପା ମୁଦ୍ରା” କିମ୍ବା “ଏକ ଦିନର ମଜୁରୀ” (ଦେଖ: [[rc://*/ta/man/translate/translate-bmoney]])
# But do not harm the oil and the wine
ଯଦି ତୈଳ ଓ ଦ୍ରାକ୍ଷାରସ କ୍ଷତିକାରକ ହେଲା, ସେଠାରେ ଲୋକମାନଙ୍କର କିଣିବା ନିମନ୍ତେ ତାହା ଅଳ୍ପ ରହିବ ଓ ସେଗୁଡିକର ମୂଲ୍ୟ ବୃଦ୍ଧି ହେବ I
# the oil and the wine
ଏହି ଭାବ ଗୁଡିକ ସମ୍ଭବତଃ ଜୀତ ତୈଳ ଓ ଦ୍ରାକ୍ଷାଫଳ ଅମଳକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])