or_tn/rev/06/04.md

16 lines
1.4 KiB
Markdown

# came out—fiery red
ଏହା ଦ୍ବିତୀୟ ବାକ୍ୟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବାହାରି ଆସିଲେ I ଏହା ଅଗ୍ନି ସ୍ବରୂପ ଲୋହିତ ବର୍ଣ୍ଣ” କିମ୍ବା “ବାହାରି ଆସିଲା I “ଏହା ଉଜ୍ଜଳ ଲୋହିତ ବର୍ଣ୍ଣ ଥିଲା”
# To its rider was given permission
ଏହା ଏକ ସକ୍ରିୟ କ୍ରିୟାଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ଏହାର ଆରୋହୀକୁ ଅନୁମତି ଦେଲେ” କିମ୍ବା “ଏହାର ଆରୋହୀ ବ୍ୟକ୍ତିଙ୍କୁ ପାଇଲେ” (ଦେଖ: [[rc://*/ta/man/translate/figs-activepassive]])
# This rider was given a huge sword
ଏହା ଏକ ସକ୍ରିୟ କ୍ରିୟାଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଆରୋହୀ ଜଣକ ଏକ ବୃହତ୍ ଖଡ୍ଗ ପ୍ରାପ୍ତ ହେଲେ” କିମ୍ବା “ଈଶ୍ବର ଏହି ଆରୋହୀକୁ ଏକ ବୃହତ୍ ଖଡ୍ଗ ଦେଲେ” (ଦେଖ: [[rc://*/ta/man/translate/figs-activepassive]])
# a huge sword
ଏକ ବୃହତ୍ ଖଡ୍ଗ କିମ୍ବା “ଏକ ବିଶାଳ ଖଡ୍ଗ”