or_tn/rev/06/02.md

1.3 KiB

he was given a crown

ଏହି ପ୍ରକାର ମୁକୁଟ ଜୀତ ଡାଳ କିମ୍ବା ଲରେଲ୍ ପତ୍ରର ମାଳ ସଦୃଶ, ସମ୍ଭବତଃ ସୁବର୍ଣରେ ପିଟା ହୋଇଥିଲେ I ପତ୍ରରେ ନିର୍ମିତ ଏହି ପ୍ରକାର ମାଳ ପ୍ରକୃତରେ ବିଜୟୀ କ୍ରୀଡାବିତ ମାନନଙ୍କୁ ସେମାନଙ୍କ ମସ୍ତକରେ ପିନ୍ଧିବା ନିମନ୍ତେ ଦିଆଯିବା ଉଦାହରଣ ସମୁହ I ଏହା ଏକ ସକ୍ରିୟ କ୍ରିୟା ସହିତ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଏକ ମୁକୁଟ ପାଇଲେ” କିମ୍ବା “ଈଶ୍ବର ତାହାଙ୍କୁ ଏକ ମୁକୁଟ ଦେଲେ” (ଦେଖ: rc://*/ta/man/translate/figs-activepassive)

a crown

ଯୋହନଙ୍କ ସମୟରେ ପ୍ରତିଯୋଗିତା ଗୁଡିକରେ ବିଜୟୀ କ୍ରୀଡାବିତ୍ ମାନେ ପାଉଥିବା ମାଳ ସଦୃଶ ଏହା ଜୀତ ଡାଳ କିମ୍ବା ଲରେଲ୍ ପତ୍ରରେ ତିଆରି ଏକ ମାଳ ଥିଲା I