or_tn/rev/06/01.md

731 B
Raw Permalink Blame History

Connecting Statement:

ଯୋହନ ଈଶ୍ବରଙ୍କ ସିଂହାସନ ବିଷୟକ ଆପଣା ଦର୍ଶନରେ ଯାହା ଦେଖିଲେ, ତାହା ବର୍ଣ୍ଣନା କରି ଚାଲିଛନ୍ତି I ମେଷଶାବକ ପୁସ୍ତକରେ ଥିବା ମୁଦ୍ରାଗୁଡିକୁ ଭାଙ୍ଗିବାକୁ ଆରମ୍ଭ କରୁଛନ୍ତି I

Come!

ଏହା ଜଣେ ବ୍ୟକ୍ତିଙ୍କ ପ୍ରତି ଏକ ଆଦେଶ ଅଟେ, ସ୍ପଷ୍ଟଭାବରେ ପଦରେ କୁହାଯାଇଥିବା ଶୁକ୍ଲ ବର୍ଣ୍ଣ ଅଶ୍ବାରୋହୀଙ୍କ ପ୍ରତି ଏକ ଆଦେଶ ଅଟେ I