or_tn/rev/05/13.md

888 B

in heaven and on the earth and under the earth

ଏହାର ଅର୍ଥ ପ୍ରତ୍ୟେକ ସ୍ଥାନରେ: ଏପରି ଏକ ସ୍ଥାନ ଯେଉଁଠାରେ ଈଶ୍ବର ଓ ଦୂତଗଣ ବାସ କରନ୍ତି, ଏକ ସ୍ଥାନ ଯେଉଁଠାରେ ମନୁଷ୍ୟ ଓ ପଶୁଗଣ ବାସ କରନ୍ତି ଏବଂ ଏପରି ଏକ ସ୍ଥାନ ଯେଉଁଠାରେ ସେମାନେ ମୃତ ହେଲେ I ଦେଖ ତୁମେ ଏହାକୁ କିପରି ପ୍ରକାଶିତ ବାକ୍ୟ ୫:୩ରେ ଅନୁବାଦ କରିଅଛ I ଦେଖ: rc://*/ta/man/translate/figs-merism)

To the one who sits on the throne and to the Lamb be

ସିଂହାସନୋପବିଷ୍ଟ ବ୍ୟକ୍ତି ଓ ମେଷଶାବକ ପ୍ରାପ୍ତ ହେଉନ୍ତୁ