or_tn/rev/05/06.md

16 lines
1.5 KiB
Markdown

# General Information:
ସିଂହାସନ କୋଠାରୀରେ ମେଷଶାବକ ଆବିର୍ଭାବ ହୁଅନ୍ତି (ଦେଖ: [[rc://*/ta/man/translate/writing-participants]])
# a Lamb
ଏକ “ମେଷଶାବକ” ଏକ ଯୁବାମେଷ ଅଟେ I ଏଠାରେ ତାହା ଖ୍ରୀଷ୍ଟଙ୍କ ନିଦର୍ଶନ ସ୍ବରୁପ ବ୍ୟବହାର କରାଯାଇଛି I (ଦେଖ: [[rc://*/ta/man/translate/writing-symlanguage]])
# seven spirits of God
ସାତ ସଂଖ୍ୟାଟି ସମ୍ପୂର୍ଣ୍ଣତା ଓ ସିଦ୍ଧତାର ନିଦର୍ଶନ ଅଟେ I “ସପ୍ତ ଆତ୍ମା” ଈଶ୍ବରଙ୍କ ଆତ୍ମା କିମ୍ବା ଈଶ୍ବରଙ୍କ ସେବା କରୁଥିବା ସାତୋଟି ଆତ୍ମାଙ୍କୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ୧:୪](../01/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/writing-symlanguage]])
# sent out into all the earth
ଏହାକୁ ସକ୍ରିୟ କ୍ରିୟାଭାବରେ ଅନୁବାଦ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯାହାଙ୍କୁ ଈଶ୍ବର ସମୁଦାୟ ପୃଥିବୀ ଉପରେ ପ୍ରେରଣ କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])