or_tn/rev/05/02.md

886 B

Who is worthy to open the scroll and break its seals?

ଜଣେ ବ୍ୟକ୍ତି ପୁସ୍ତକଟି ଫିଟାଇବା ନିମନ୍ତେ ମୁଦ୍ରା ଭାଙ୍ଗିବା ଆବଶ୍ୟକ ହେବ I ଅନ୍ୟଏକ ଅନୁବାଦରେ: “କିଏ ମୁଦ୍ରା ସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ ଅଟନ୍ତି ?” (ଦେଖ: rc://*/ta/man/translate/figs-events)

Who is worthy to open the scroll and break its seals?

ଏହା ଏକ ଆଜ୍ଞାଭାବରେ ଅନୁବାଦ କରାଯାଇ ପାରିବ: “ଯେ ଏହା କରିବାକୁ ଯୋଗ୍ୟ ଅଟନ୍ତି ସେ ଆସି ମୁଦ୍ରା ଭାଙ୍ଗି ପୁସ୍ତକ ଫିଟାଇବା ଉଚିତ!” (ଦେଖ: rc://*/ta/man/translate/figs-rquestion)