or_tn/rev/04/09.md

652 B

the one who sits on the throne, the one who lives forever and ever

ଏହା ଜଣେ ବ୍ୟକ୍ତି ଅଟନ୍ତି I ଯେ ସିଂହାସନୋପବିଷ୍ଟ, ସେ ଯୁଗେ ଯୁଗେ ଜୀବିତ ଅଟନ୍ତି I

forever and ever

ଏହି ଦୁଇଟି ଶବ୍ଦ ପ୍ରାୟ ସମାନ ବିଷୟକୁ ବୁଝାଏ ଓ ଗୁରୁତ୍ବ ଦେବା ନିମନ୍ତେ ପୁନରାବୃତ୍ତି କରାଯାଇଛି I ଅନ୍ୟଏକ ଅନୁବାଦରେ: “ଅନନ୍ତକାଳ ନିମନ୍ତେ” (ଦେଖ: rc://*/ta/man/translate/figs-doublet)