or_tn/rev/03/20.md

2.1 KiB

I am standing at the door and am knocking

ତାହାଙ୍କ ସହିତ ସମ୍ପର୍କ ରଖିବାକୁ ଚାହୁଁଥିବା ଲୋକମାନଙ୍କ ବିଷୟରେ ଯୀଶୁ କହନ୍ତି ଯେପରି ସେମାନେ ତାହାଙ୍କୁ ସେମାନଙ୍କ ଗୃହକୁ ନିମନ୍ତ୍ରଣ କରନ୍ତୁ ବୋଲି ସେ ଚାହୁଁଛନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭେ ଜଣେ ଲୋକ ସଦୃଶ ଦ୍ବାର ନିକଟରେ ଠିଆ ହୋଇ ଆଘାତ କରୁଅଛୁ” (ଦେଖ: rc://*/ta/man/translate/figs-metaphor)

am knocking

ଯେତେବେଳେ ଲୋକମାନେ ଚାହାନ୍ତି ଯେ, କେହିଜଣେ ସେମାନଙ୍କୁ ସେମାନଙ୍କ ଗୃହକୁ ସ୍ବାଗତ କରନ୍ତୁ, ତେବେ ସେମାନେ ଦ୍ବାରରେ ଆଘାତ କରନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭେ ଚାହୁଁଛୁ ଯେ ତୁମ୍ଭେ ଆମ୍ଭକୁ ଭିତରକୁ ଆସିବାକୁ ଦିଅ” (ଦେଖ: rc://*/ta/man/translate/translate-symaction)

hears my voice

“ଆମ୍ଭର ସ୍ବର” ବାକ୍ୟାଂଶ ଯୀଶୁ କହୁଥିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆମ୍ଭର ବାକ୍ୟ ଶୁଣ” କିମ୍ବା “ଆମ୍ଭର ଡାକ ଶୁଣ” (ଦେଖ: rc://*/ta/man/translate/figs-metonymy)

I will come into his home

କେତେକ ଭାଷା ଏଠାରେ “ଯିବା” କ୍ରିୟାକୁ ମନୋନିତ କରିପାରନ୍ତି I ଅନ୍ୟଏକ ଅନୁବାଦରେ: “ଆମ୍ଭେ ତାହାଙ୍କ ଗୃହ ଭିତରକୁ ଯିବା”(ଦେଖ: rc://*/ta/man/translate/figs-go)

and will eat with him

ଏହା ବନ୍ଧୁଭାବରେ ଏକତ୍ର ହେବା ବିଷୟକୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)