or_tn/rev/03/17.md

657 B

you are most miserable, pitiable, poor, blind, and naked

ସେ ସେମାନଙ୍କର ଶାରୀରିକ ଅବସ୍ଥା ବିଷୟରେ କହିବା ସଦୃଶ ଯୀଶୁ ସେମାନଙ୍କର ଆତ୍ମିକ ଅବସ୍ଥା ବିଷୟରେ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେ ସେହି ଲୋକମାନଙ୍କ ସଦୃଶ ଅଟ ଯେଉଁମାନେ ଅତ୍ୟଧିକ ଦୟନୀୟ, ଦୁର୍ଭାଗା, ଦରିଦ୍ର, ଅନ୍ଧ ଓ ଉଲଙ୍ଗ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)