or_tn/rev/03/16.md

544 B

I am about to vomit you out of my mouth

ସେମାନଙ୍କୁ ଅଗ୍ରାହ୍ୟ କରିବା ବିଷୟରେ କୁହାଯାଏ ଯେ ସେ ସେମାନଙ୍କୁ ମୁଖରୁ ଉଦଗାର କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ଯେପରି ଆମ୍ଭେ ଈଷଦୁଷ୍ଣ ଜଳକୁ ମୁଖରୁ ବାହାର କରିବା ସଦୃଶ ଆମ୍ଭେ ଅଗ୍ରାହ୍ୟ କରିବା I (ଦେଖ: rc://*/ta/man/translate/figs-metaphor)