or_tn/rev/03/15.md

1.3 KiB
Raw Permalink Blame History

you are neither cold nor hot

ଲେଖକ ଲାଅଦିକୀୟମାନଙ୍କ ବିଷୟରେ କହନ୍ତି ଯେପରି ସେମାନେ ଜଳ ଥିଲେ I ସମ୍ଭାବିତ ଅର୍ଥଗୁଡିକ ୧) “ଶୀତଳ” ଓ “ଉଷ୍ଣ” ଆତ୍ମିକ ଆଗ୍ରହ ବା ଈଶ୍ବରଙ୍କ ପ୍ରତି ପ୍ରେମର ଦୁଇଟି ଚରମ ଅବସ୍ଥାକୁ ବୁଝାଏ; “ଶୀତଳ” ଈଶ୍ବରଙ୍କ ସମ୍ପୂର୍ଣ୍ଣ ବିରୋଧୀ ହେବା ବିଷୟକୁ ବୁଝାଏ ଓ “ଉଷ୍ଣ” ହେବା ଅର୍ଥ ତାହାଙ୍କ ସେବା କରିବା ନିମନ୍ତେ ଉଦଯୋଗୀ ହେବା I କିମ୍ବା ) “ଶୀତଳ” ଓ “ଉଷ୍ଣ” ଉଭୟ ଏପ୍ରକାର ଜଳକୁ ବୁଝାଏ ଯାହା ଏକାଧାରରେ ପିଇବା ନିମନ୍ତେ ଅବା ରାନ୍ଧିବା ନିମନ୍ତେ କିଅବା ସୁସ୍ଥତା ନିମନ୍ତେ ଉପଯୋଗୀ ଅଟେ I ଅନ୍ୟଏକ ଅନୁବାଦରେ: ‘ତୁମ୍ଭେ ଶୀତଳ କି ଉଷ୍ଣ ନଥିବା ଜଳ ସଦୃଶ ଅଟ” (ଦେଖ: rc://*/ta/man/translate/figs-metaphor)