or_tn/rev/03/04.md

1.5 KiB

a few names

ଲୋକମାନଙ୍କ ନିମନ୍ତେ “ନାମ” ଶବ୍ଦ ରୂପକ ଅଟେ I ଅନ୍ୟଏକ ଅନୁବାଦରେ: “ଅଳ୍ପ ସଂଖ୍ୟକ ଲୋକମାନେ” (ଦେଖ: rc://*/ta/man/translate/figs-metonymy)

have not stained their clothes

ଜଣେ ବ୍ୟକ୍ତିର ଜୀବନରେ ଥିବା ପାପ ବିଷୟରେ ଯୀଶୁ କହନ୍ତି ଯେପରି ଏସବୁ ମଳିନ ବସ୍ତ୍ର ଅଟେ I ଅନ୍ୟଏକ ଅନୁବାଦରେ: “ମଳିନ ବସ୍ତ୍ର ସଦୃଶ ସେମାନଙ୍କ ଜୀବନକୁ ପାପମୟ କରି ନାହାନ୍ତି” (ଦେଖ: rc://*/ta/man/translate/figs-metaphor)

will walk with me

ଲୋକମାନଙ୍କ ଜୀବନ ଶୈଳୀକୁ ସାଧାରଣତଃ “ଗମନା ଗମନ କରିବା” ସଦୃଶ କହୁଥିଲେ I” ଅନ୍ୟଏକ ଅନୁବାଦରେ: “ମୋ ସହିତ ବାସ କରିବେ” (ଦେଖ: rc://*/ta/man/translate/figs-metaphor)

dressed in white

ଶୁକ୍ଲବସ୍ତ୍ର ଏକ ପାପଶୁନ୍ୟ ପବିତ୍ର ଜୀବନକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଅତଏବ ସେମାନେ ଶୁକ୍ଲ ବସ୍ତ୍ର ପରିଧାନ କରିବେ, ଯାହା ପ୍ରମାଣିତ କରେ ଯେ ସେମାନେ ପବିତ୍ର ଅଟନ୍ତି” (ଦେଖ: rc://*/ta/man/translate/figs-metaphor)