or_tn/rev/02/23.md

1.3 KiB

I will strike her children dead

ଆମ୍ଭେ ତାହାର ସନ୍ତାନଗଣକୁ ବଧ କରିବା

her children

ଯୀଶୁ ତାହାର ଅନୁଗମନକାରୀଙ୍କୁ ତାହାର ସନ୍ତାନଗଣ ସଦୃଶ କହୁଛନ୍ତି I ଅନ୍ୟଏକ ଅନୁବାଦରେ: “ତାହାର ଅନୁଗମନକାରୀ” କିମ୍ବା “ଯେଉଁ ଲୋକମାନେ ତାହାର ଶିକ୍ଷା ଅନୁସାରେ କାର୍ଯ୍ୟ କରନ୍ତି” (ଦେଖ: rc://*/ta/man/translate/figs-metaphor)

thoughts and hearts

“ହୃଦୟ” ଶବ୍ଦ ଭାବନା ଓ ଅଭିଳାଷର ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ: “ଯାହା ଲୋକେ ଭାବନ୍ତି ଓ ଚାହାନ୍ତି” (ଦେଖ: rc://*/ta/man/translate/figs-metonymy)

I will give to each one of you

ଏହା ଦଣ୍ଡ ଓ ପୁରସ୍କାର ବିଷୟରେ ଏକ ପ୍ରକାଶନ ଅଟେ I ଅନ୍ୟଏକ ଅନୁବାଦରେ: “ଆମ୍ଭେ ତୁମ୍ଭର ପ୍ରତ୍ୟେକଙ୍କୁ ଦଣ୍ଡ ଅବା ପୁରସ୍କାର ଦେବୁ” (ଦେଖ: rc://*/ta/man/translate/figs-idiom)